ଇରାନ- ଇସ୍ରାଏଲ ଯୁଦ୍ଧ ; ସାରା ରାତି କ୍ଷେପଣାସ୍ତ୍ର ମାଡ କଲା ଇରାନ୍
ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଉଭୟ ପରସ୍ପରକୁ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରୁଛନ୍ତି । ଇସ୍ରାଏଲ୍ର କ୍ଷେପଣାସ୍ତ୍ର ଇରାନର ନ୍ୟୁକ୍ଲିୟର ଠିକଣା ଓ କାରଖାନା ଅଞ୍ଚଳକୁ ଟାର୍ଗେଟ କରୁଛି । ସେହିପରି ଇରାନ୍ର କ୍ଷେପଣାସ୍ତ୍ର ଇସ୍ରାଏଲର ହସ୍ପିଟାଲରେ ମାଡ କରିବା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଥିବାରୁ ଜନବସତି ଅଞ୍ଚଳରେ ଅନେକ କ୍ଷୟକ୍ଷତି ହେଉଛି । ଫଳରେ ସର୍ବସାଧାରଣଙ୍କୁ ସମସ୍ୟା … Continue reading ଇରାନ- ଇସ୍ରାଏଲ ଯୁଦ୍ଧ ; ସାରା ରାତି କ୍ଷେପଣାସ୍ତ୍ର ମାଡ କଲା ଇରାନ୍
Copy and paste this URL into your WordPress site to embed
Copy and paste this code into your site to embed