www.samajalive.in
Wednesday, December 10, 2025
14.1 C
Bhubaneswar

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କରିଛି । ଦକ୍ଷିଣ ଲେବାନନରେ ଥିବା ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ଏହି ଆକ୍ରମଣରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସେହି ଶିବିର ଉପରେ ହୋଇଥିଲା ଯେଉଁଠାରେ ହମାସ ତାଲିମ ନେଉଥିଲା । ଇସ୍ରାଏଲୀ ସେନା କହିଛି ଯେ ଇସ୍ରାଏଲ ଏବଂ ଏହାର ସେନା ଉପରେ ଆକ୍ରମଣ କରିବା ପାଇଁ ଶିବିରରେ ପ୍ରସ୍ତୁତି ଚାଲିଛି । ଏଥିରେ କୁହାଯାଇଛି ଯେ ହମାସ ଯେଉଁଠାରେ ସକ୍ରିୟ ଥାଉ ନା କାହିଁକି ଇସ୍ରାଏଲୀ ସେନା ହମାସ ବିରୁଦ୍ଧରେ ଏହି କାର୍ଯ୍ୟାପୁଷ୍ଠାନ ଜାରି ରଖିବ ।

ସରକାରୀ ଅଧିକାରୀଙ୍କ ଅନୁଯାୟୀ ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଲେବାନନରେ ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ବିମାନ ଆକ୍ରମଣରେ ୧୧ଜଣ ମୃତ୍ୟୁ ହୋଇଛି, ଏଥରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଠାରେ କହି ରଖୁଛୁ ଯେ ଇସ୍ରାଏଲ-ହିଜବୋଲା ଯୁଦ୍ଧରେ ଏକ ବର୍ଷ ପୂର୍ବରୁ ଯୁଦ୍ଧବିରତି ହୋଇଛି । ସେବେଠାରୁ ଲେବାନନ ଉପରେ ଏହା ଭୟଙ୍କର ଆକ୍ରମଣ ଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories