www.samajalive.in
Sunday, December 7, 2025
26.1 C
Bhubaneswar

ସପିଙ୍ଗ୍‌ ମଲ୍‌ରେ ନିଆଁ ଲାଗି ୫୦ ମୃତ

ନୂଆଦିଲ୍ଲୀ : ଇରାକ୍‌ର ଏକ ସପିଙ୍ଗ୍‌ ମଲ୍‌ରେ ନିଆଁ ଲାଗି ପ୍ରାୟ ୫୦ ଜଣଙ୍କ ଜୀବନ ଚାଲି ଯାଇଛି । ଏହି ଅଘଟଣ ଇରାକର ଅଲ କୁଟର ଏକ ସୁପରମାର୍କେଟରେ ଘଟିଛି । ନିଆଁ ଲାଗିବାର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରାଯାଇଛି । ମଲ୍‌ରେ ନିଆଁ ଲାଗି ଥିବାରୁ ଏଯାଏଁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଖବର ପାଇ ଅଗ୍ନିଶମ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ ମଧ୍ୟ ଅନେକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ମଲ୍‌ର ମାଲିକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ଦେଖନ୍ତୁ ଭିଡିଓ ; ନାଗସାପ ମୁଣ୍ଡରେ ଚଢି ନାଚିଲା ମୂଷା

ବାସ୍‌ ୨୩ ଜୁଲାଇକୁ ଅପେକ୍ଷା ; ୧୦୦ ବର୍ଷ ପରେ ଗଜକେସରୀ ଯୋଗ, ଏହି ରାଶିଙ୍କୁ କୋଟିପତି କରିବେ ଶିବଶଙ୍କର, କିଣିବେ ଘର,ଜମି, ମିଳିବ ବଡ ସଫଳତା..

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories