ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ

ଡେସ୍କ: ଇରାନର ବାଣ ମହୋତ୍ସବରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାର ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ତେହେରାନରେ ଘଟିଛି ଯେଉଁଠାରେ ନଓରୁଜ ପୂର୍ବରୁ ଇରାନୀମାନେ ଗତ ବୁଧବାର ଦିନ ପାଳନ କରିବାକୁ ଏକତ୍ରିତ ହୋଇଥିଲେ। ପାହାଡ଼ କାଟି ଚାଷ ଜମିକୁ ପାଣି ଯୋଗାଇଲେ ୭୨ ବର୍ଷୀୟ ନିରକ୍ଷର ଇଞ୍ଜିନିୟର ଇରାନ ଜାତୀୟ ମେଡିକାଲ ଜରୁରୀକାଳୀନ ସଂଗଠନର ମୁଖପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଆହତଙ୍କ ମଧ୍ୟରୁ ୭୨ … Continue reading ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ