ଇରାନରେ ଆଜି ନୂଆ ରାଷ୍ଟ୍ରପତି ଚୟନ ପାଇଁ ଚାଲିଛି ମତଦାନ

ଡେସ୍କ: ଇରାନରେ ଆଜି ନୂଆ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ହେଉଛି। ୨୦୨୫ରେ ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ହେବାର ଥିଲା, କିନ୍ତୁ ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହେତୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ଅହମ୍ମଦ ୱାହିଦି ଏକ ଟେଲିଭିଜନ୍ ଭାଷଣରେ ନିର୍ବାଚନ ଘୋଷଣା କରିଛନ୍ତି। ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମିନି ନିର୍ବାଚନ ସମୟରେ ନିଜର ପ୍ରଥମ ମତଦାନ କରିବା ସହ ଏକ ସଂକ୍ଷିପ୍ତ ଭାଷଣ ଦେଇ … Continue reading ଇରାନରେ ଆଜି ନୂଆ ରାଷ୍ଟ୍ରପତି ଚୟନ ପାଇଁ ଚାଲିଛି ମତଦାନ