ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ ଅଧିକାରୀ ସଞ୍ଜୟ ସିଂହ

ଡେସ୍କ: ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ୧୯୯୬ ବ୍ୟାଚ୍‌ର ଏହି ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି। ତାଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ଗତ ୧୫ ତାରିଖରେ ମଞ୍ଜୁରୀ ପ୍ରଦାନ କରିଛି। ସଞ୍ଜୟ ସିଂହ ନିଶାଦ୍ରବ୍ୟ ନିୟନ୍ତ୍ରଣ ବିଭାଗ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)ର ଡେପୁଟି ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ। ହ୍ବାଟ୍ସଆପ୍ ଆଣିଲା ନୂଆ ଫିଚର୍, ଜାଣନ୍ତୁ… ବିହାରର ମୂଳ ବାସିନ୍ଦା … Continue reading ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ ଅଧିକାରୀ ସଞ୍ଜୟ ସିଂହ