ଆଇପିଏଲ : ଗୁଜରାଟ ବିଦା, ମୁମ୍ବଇ-ପଞ୍ଜାବ ଦ୍ବିତୀୟ କ୍ବାଲିଫାୟର

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ରୁ ପୂର୍ବତନ ଚମ୍ପିଆନ ଗୁଜରାଟ ଟାଇଟାନ୍‌ସ ବିଦାୟ ନେଇଛି। ଲିଗ୍‌ ପର‌୍ୟ୍ୟାୟରେ ୩ୟ ସ୍ଥାନ ହାସଲ କରି ପ୍ଳେଅଫରେ ପ୍ରବେଶ କରିଥିବା ଗୁଜରାଟ ଟାଇଟାନ୍‌ସ ଏଲିମିନେଟର ମ୍ୟାଚରେ ପରାଜିତ ହୋଇଛି। ଶୁକ୍ରବାର ମୁଲାନପୁରରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୨୦.ରନରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଛି। ବିଜୟ ସହ ମୁମ୍ବଇ ଇଣ୍ଡିଆନ୍‌ସ କ୍ବାଲିଫାୟ-୨ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଜୁନ୍‌ ୧ରେ ଅହମ୍ମଦାବାଦରେ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ … Continue reading ଆଇପିଏଲ : ଗୁଜରାଟ ବିଦା, ମୁମ୍ବଇ-ପଞ୍ଜାବ ଦ୍ବିତୀୟ କ୍ବାଲିଫାୟର