ମହିଳା ଦିବସ – ୫୧.୬% ମହିଳା ଚାହାନ୍ତି ସମାନ ବେତନ, ୭୬.୬% ଘରେ ସମାନତା ଓ ସମ୍ମାନ

ଡେସ୍କ: ମହିଳାମାନେ କ’ଣ ଚାହୁଁଛନ୍ତି? ଦେଶ, ସମାଜରୁ, ପରିବାରଠାରୁ ସେମାନଙ୍କର ଆଶା କ’ଣ? ଏହା ଜାଣିବା ପାଇଁ ଅନେକ ସଂସ୍ଥା ଅନେକ ପ୍ରକାରର ସର୍ଭେ କରୁଛନ୍ତି। ଏମିତି ଏକ ସଭେରେ ଭାଗ ନେଇଥିଲେ ୧୯ ହଜାର ୨୪୨ ଜଣ ମହିଳା। ଏଥିରେ ସାମିଲ ହୋଇଥିଲେ ପ୍ରତ୍ୟେକ ବୟସ ବର୍ଗର କର୍ମଜୀବୀ ଓ ଗୃହିଣୀ ମହିଳା। ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ ଏହି ସର୍ଭେରେ ମହିଳାମାନଙ୍କୁ ୧୦ଟି ପ୍ରଶ୍ନ ପଚରାଯାଇଥିଲା। ଯେପରିକି … Continue reading ମହିଳା ଦିବସ – ୫୧.୬% ମହିଳା ଚାହାନ୍ତି ସମାନ ବେତନ, ୭୬.୬% ଘରେ ସମାନତା ଓ ସମ୍ମାନ