www.samajalive.in
Wednesday, December 10, 2025
15.1 C
Bhubaneswar

ପଞ୍ଜାବରୁ ମିଳିଲା ଚୀନ କ୍ଷେପଣାସ୍ତ୍ର ପିଏଲ-୧୫

ସମାଜ ଡିଜିଟାଲ ଡେସ୍କ: ଭାରତ ବିରୋଧରେ ଆକ୍ରମଣ ସମୟରେ ପାକିସ୍ତାନୀ ସେନା ଚୀନ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ହେଲେ ଚୀନର ଏହି ଶସ୍ତା ଜିନିଷ ପାକିସ୍ତାନକୁ ଧୋକା ଦେଇଛି। ଭାରତ ଉପରେ ଆକ୍ରମଣ ସମୟରେ ପାକ୍‌ ସେନାର ଏହି ଚୀନ କ୍ଷେପଣାସ୍ତ୍ର ଫୁସକି ଯାଇଛି। ଏପରି ଏକ କ୍ଷେପଣାସ୍ତ୍ର ମିଳିଛି ପଞ୍ଜାବର ହୋଶିଆରପୁର ଅଞ୍ଚଳରୁ। ଶୁକ୍ରବାର ସକାଳେ କିଛି ଲୋକ ଏକ ସ୍ଥାନରେ କ୍ଷେପଣାସ୍ତ୍ର ପଡ଼ିଥିବା ଦେଖିଥିଲେ। ସେଥିରେ ପିଏଲ-୧୫ ଲେଖାଯାଇଛି, ଯାହା ଚୀନର କ୍ଷେପଣାସ୍ତ୍ର ବୋଲି ଜଣାପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପଟୁ ଡ୍ରୋନ ଏବଂ ଯୁଦ୍ଧ ବିମାନ ସହାୟତାରେ ଭାରତ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା। ହେଲେ ଭାରତର ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ସେସବୁକୁ ନଷ୍ଟ କରିଦେଇଥିଲା।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories