୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର ଜୀବନ ବୀମା: ବୟସ ସୀମା ୧୮ରୁ ୭୦
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଚଲାଯାଉଛି । ଏଥିରେ ୨୦ ଟଙ୍କା ବାର୍ଷିକ ଅର୍ଥାତ୍ ୨ ଟଙ୍କା ମାସିକରୁ ମଧ୍ୟ କମ୍ ଖର୍ଚ୍ଚରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମିଳୁଛି । ଏହି ବୀମା ଯୋଜନାରେ ଲାଭାର୍ଥୀଙ୍କୁ କୌଣସି ବି ପ୍ରକାରେ ମୃତ୍ୟୁ ହେଲେ ନୋମିନି ବା ପରିବାରକୁ ୨ ଲକ୍ଷ ଟଙ୍କାର ରାଶି ମିଳିଥାଏ । ଏଥିରେ … Continue reading ୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର ଜୀବନ ବୀମା: ବୟସ ସୀମା ୧୮ରୁ ୭୦
Copy and paste this URL into your WordPress site to embed
Copy and paste this code into your site to embed