ଭୀଷ୍ମ କ୍ୟୁବର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା
ଡେସ୍କ: ଭାରତୀୟ ବାୟୁସେନା ଆଗ୍ରାରେ ଜରୁରୀକାଳୀନ ଅବତରଣ-ଏୟାରଡ୍ରପ୍ ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ମୋବାଇଲ୍ ଚିକିତ୍ସା ବ୍ୟବସ୍ଥା ଭୀଷ୍ମ କ୍ୟୁବର ପରୀକ୍ଷଣ କରିଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସହାୟତା ଯୋଗାଇବାରେ ଏହି ଜ୍ଞାନକୌଶଳ ସହାୟକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଭୀଷ୍ମ କାର୍ଯ୍ୟକ୍ରମ ଇଣ୍ଡିଆ ହେଲ୍ଥ ଇନିସିଏଟିଭର ଏକ ଅଂଶ। ପ୍ରାୟ ୨୦୦ ଆହତଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୋଇପାରିବ। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ୟାଭିଲିୟନ ଉଦଘାଟିତ
Copy and paste this URL into your WordPress site to embed
Copy and paste this code into your site to embed