୧ ବିଲିୟନ ଟନ୍ ଟପିବ ଭାରତର କୋଇଲା ଉତ୍ପାଦନ, ବନ୍ଦ ହେବ ଆମଦାନୀ

ଡେସ୍କ: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କହିଛନ୍ତି ଯେ ଦେଶର କୋଇଲା ଉତ୍ପାଦନ ୧ ବିଲିୟନ ଟନ୍ ଅତିକ୍ରମ କରିବାକୁ ଯାଉଛି। ତେଣୁ ଆସନ୍ତା ବର୍ଷ ଠାରୁ ବଦଳାଯାଉଥିବା କୋଇଲା ଆମଦାନୀ ବନ୍ଦ ହେବ ବୋଲି ଶ୍ରୀ ଜୋଶୀ ଦ୍ୱିତୀୟ ରାଜ୍ୟ ଖଣି ମନ୍ତ୍ରୀ ସମ୍ମିଳନୀରେ କହିଛନ୍ତି। ଆଗାମୀ ଦିନରେ ଦେଶରେ କୋଇଲାକୁ ଗ୍ୟାସରେ ରୂପାନ୍ତରଣ କରିବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ କେତେକ … Continue reading ୧ ବିଲିୟନ ଟନ୍ ଟପିବ ଭାରତର କୋଇଲା ଉତ୍ପାଦନ, ବନ୍ଦ ହେବ ଆମଦାନୀ