ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ଭାରତୀୟ ପର୍ଯ୍ୟଟକ

ଡେସ୍କ: ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ବଜାର ଭାବେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ବର୍ତ୍ତମାନ ସୁଦ୍ଧା ୩୪ ହଜାର ୩୯୯ ଜଣ ଭାରତୀୟ ଶ୍ରୀଲଙ୍କା ଗସ୍ତ କରିଛନ୍ତି ଏବଂ ଗତବର୍ଷ ତୁଳନାରେ ଏହି ସଂଖ୍ୟା ବୃଦ୍ଧି ପାଉଛି। ଶ୍ରୀଲଙ୍କା ପର୍ଯ୍ୟଟନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାନୁଆରୀରେ ଭାରତରୁ ପର୍ଯ୍ୟଟକଙ୍କ ଆଗମନ ଗତ ବର୍ଷ ସମାନ ମାସ ତୁଳନାରେ ୧୦୩ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୮ ହଜାରରେ ପହଞ୍ଚିଛି। … Continue reading ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ଭାରତୀୟ ପର୍ଯ୍ୟଟକ