ଦେଶ ଦେଖିବ ସକ୍ଷମ, ସଶକ୍ତ ଓ ଆତ୍ମନିର୍ଭରଶୀଳ ବାୟୁସେନା

ଡେସ୍କ: ଗଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ଫ୍ଲାଇପାଷ୍ଟରେ ୨୯ଟି ଯୁଦ୍ଧ ବିମାନ, ୮ଟି କାର୍ଗୋ ବିମାନ, ୧୩ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ସମେତ ମୋଟ ୫୧ଟି ବାୟୁସେନା ବିମାନ ଉଡ଼ିବ। ବାୟୁସେନା ଅଧିକାରୀଙ୍କ କହିବାନୁସାରେ, ରାଫେଲ, ସୁଖୋଇ-୩୦, ଜାଗୁଆର, ସି-୩୦ ଏବଂ ତେଜସ୍ ବିମାନ ବିଭିନ୍ନ ପ୍ରକାର ଉଡ଼ାଣ ପ୍ରଦର୍ଶନ କରିବେ। ଚଳିତ ବର୍ଷ ମହିଳା ଅଧିକାରୀମାନେ ପରେଡ ସମୟରେ ବାୟୁସେନାର ମାର୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଛନ୍ତି। ଏଥି ମଧ୍ୟରେ ସ୍କ୍ୱାଡ୍ରନ୍ ଲିଡର … Continue reading ଦେଶ ଦେଖିବ ସକ୍ଷମ, ସଶକ୍ତ ଓ ଆତ୍ମନିର୍ଭରଶୀଳ ବାୟୁସେନା