www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ବ୍ୟାଟିଂ କରୁଛି ଭାରତ, ଶୂନ୍ୟରେ ଆଉଟ ହେଲେ ବିରାଟ

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିକି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଆଡିଲେଡରେ ଖେଳାଯାଉଛି । ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ମେନ୍ ଇନ୍ ବ୍ଲ୍ୟୁ ଟିମ୍ ଖେଳୁଛି । ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଘରୋଇ କଙ୍ଗାରୁ ଦଳ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨ ୱିକେଟ ହରାଇ ୪୨ରନ କରିଛି । ଆଡିଲେଡରେ ପୂର୍ବରୁ ରେକର୍ଡ କରିଥିବା ବିରାଟ ଆଜି ଶୂନ୍ୟରେ ଆଉଟ ହୋଇଛନ୍ତି ।

ସେପଟେ ପୁଣି ଥରେ ଏକଦିବସୀୟ ମ୍ୟାଚରେ ଟସ୍ ହାରିଛି ଭାରତ । ଭାରତୀୟ ଅଧିନାୟକ ଦିନିକିଆରେ ପରିବର୍ତ୍ତନ ହୋଇଛି, କିନ୍ତୁ ଟସ୍ ସମ୍ପର୍କରେ ଭାରତର ଭାଗ୍ୟ ବଦଳି ନାହିଁ । ଭାରତୀୟ ଅଧିନାୟକ ଶୁଭମନ୍ ଗିଲ୍ ପର୍ଥରେ ଟସ୍ ହାରିଥିଲେ, ଆଜି ଆଡିଲେଡରେ ମଧ୍ୟ ଟସ୍ ହାରିଛନ୍ତି ।

- Advertisement -

ପର୍ଥ ପରାଜୟ ପରେ ଏବେ ଭାରତ ପାଇଁ ଆଜିର ମ୍ୟାଚ କର ବା ମର ସ୍ଥିତି ହୋଇଛି । ମ୍ୟାଚ ହାରିଲେ ସିରିଜ ହାରିବ ଭାରତ । ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଜିତି ସିରିଜରେ ୧-୦ରେ ଆଗୁଆ ରିହିଛି କଙ୍ଗାରୁ ଦଳ ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories