୩ ମନ୍ତ୍ରୀଙ୍କ ଗୋଟିଏ କଥା – ଭାରତ ଏହି ମୁହୂର୍ତ୍ତକୁ କବଜା କରିସାରିଛି

ଡେସ୍କ: ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ବୋଲି ୩ ଜଣ କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜି ସେହି ତିନି ଜଣ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉଚ୍ଚସ୍ତରକୁ ଯିବା ସହ ଏଥିରେ ସମସ୍ତଙ୍କ ଭାଗିଦାରୀ ରହିଛି। ପିକନିକ ହେଲା କାଳ, ହ୍ରଦରେ ଡଙ୍ଗା ଓଲଟି ୧୪ ମୃତ ୨୦୨୪ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଏକ ଅଧିବେଶନରେ ଯୋଗ ଦେଇ କେନ୍ଦ୍ର … Continue reading ୩ ମନ୍ତ୍ରୀଙ୍କ ଗୋଟିଏ କଥା – ଭାରତ ଏହି ମୁହୂର୍ତ୍ତକୁ କବଜା କରିସାରିଛି