ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସ: ପିଲାଙ୍କ ଅନଲାଇନ୍ ନିରାପତ୍ତା ଉପରେ ନଜର ରଖିବାରେ ଭାରତ ଆଗୁଆ

ନୂଆଦିଲ୍ଲୀ: ଯେତେବେଳେ ପିଲା କିମ୍ବା କିଶୋରମାନଙ୍କ ଅନଲାଇନ୍ ନିରାପତ୍ତା କଥା ଆସେ, ସେତେବେଳେ ଅଭିଭାବକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସ୍ନାପ୍ ଇଙ୍କ୍‌(ସ୍ନାପଚାଟ୍‌)ର ନୂତନ ରିପୋର୍ଟ ଅନୁଯାୟୀ, ୬୦ ପ୍ରତିଶତରୁ ଅଧିକ ଭାରତୀୟ ମାତା-ପିତା ଅନଲାଇନ୍ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅଧିକ ସଚେତନ ଅଛନ୍ତି। ସ୍ନାପଚାଟ୍‌ର ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସରେ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ଆମେରିକାଠାରୁ ଉପରେ ରହିଛି ଭାରତ। କେବଳ ଏତିକି ନୁହେଁ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତ … Continue reading ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସ: ପିଲାଙ୍କ ଅନଲାଇନ୍ ନିରାପତ୍ତା ଉପରେ ନଜର ରଖିବାରେ ଭାରତ ଆଗୁଆ