ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ

ଡେସ୍କ: କେନ୍ଦ୍ର ସରକାର ଓଡିଶାକୁ ପଶୁସମ୍ପଦ ସମ୍ପର୍କିତ ବିଭିନ୍ନ ଯୋଜନାରେ ୧୦ବର୍ଷରେ ୫୪୮ କୋଟିରୁ ଅଧିକ ଅର୍ଥ ପ୍ରଦାନ କରିଥିବା ଜଣାପଡିଛି। ଆଜି ଲୋକସଭାରେ ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏହା କହିଛନ୍ତି। ସାଂସଦ ଶ୍ରୀ ପଣ୍ଡା କଳାହାଣ୍ଡି ଓ ନୂଆପଡା ସମେତ ଓଡିଶାକୁ ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଯୋଗାଇ ଦେଇଥିବା ସହାୟତା ଏବଂ … Continue reading ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ