ମାର୍ଚ୍ଚ ୧୪ରୁ ୧୮ ମଧ୍ୟରେ ପାକିସ୍ତାନ ଗସ୍ତରେ ଯିବ ଆଇଏମଏଫ ଟିମ୍

ଡେସ୍କ: ସୋମବାର ପାକିସ୍ତାନର ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଥିବା ଔରଙ୍ଗଜେବ କହିଛନ୍ତି ଯେ ୱାଶିଂଟନସ୍ଥିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଆଲୋଚନା ଆରମ୍ଭ କରିବା ତାଙ୍କର ପ୍ରାଥମିକତା। ସୋମବାର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବା ପରେ ସେ ଡନ୍ ଖବରକାଗଜକୁ କହିଛନ୍ତି, “କୌଣସି ବିତର୍କ ନାହିଁ, ସମୟର ଅପଚୟ ନାହିଁ – କେବଳ କାର୍ଯ୍ୟକାରିତା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା।’ ଫେବୃୟାରୀରେ କାର୍ ବିକ୍ରି ୧୦.୮ ପ୍ରତିଶତ ବଢିଲା କରାଚିସ୍ଥିତ ହବିବ ବ୍ୟାଙ୍କ ଲିମିଟେଡର ପୂର୍ବତନ … Continue reading ମାର୍ଚ୍ଚ ୧୪ରୁ ୧୮ ମଧ୍ୟରେ ପାକିସ୍ତାନ ଗସ୍ତରେ ଯିବ ଆଇଏମଏଫ ଟିମ୍