ଆସନ୍ତା ୪ ଦିନ ଯାଏଁ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ପ୍ରବାହ

ଡେସ୍କ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପୂର୍ବ ଓ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ ଓ ହରିୟାଣାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଆଇଏମଡି କହିଛି। ନିଟ୍-ୟୁଜି ପରୀକ୍ଷାରେ ଗ୍ରେସ୍ ମାର୍କ ବିଭ୍ରାଟ, ସମୀକ୍ଷା କରିବ ୪ ଜଣିଆ କମିଟି ଆସନ୍ତାକାଲି ପର୍ଯ୍ୟନ୍ତ ପୂର୍ବ … Continue reading ଆସନ୍ତା ୪ ଦିନ ଯାଏଁ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ପ୍ରବାହ