www.samajalive.in
Tuesday, December 9, 2025
19.1 C
Bhubaneswar

ସରକାର ଅନଲକ୍‍ ପ୍ରକ୍ରିୟାକୁ ଗଲେ ଲୋକ କଟକଣା ମାନିବା ଆବଶ୍ୟକ : ଅଜୟ ପରିଡ଼ା

ଭୁବନେଶ୍ୱର : ଗତ ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି। ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକମାନେ କଟକଣା ମାନିବା ଆବଶ୍ୟକ, ନଚେତ ପୁଣି ସଂକ୍ରମଣ ବଢ଼଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‍ )ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ଲୋକେ ସହଯୋଗ କଲେ କଟକଣାର ଆବଶ୍ୟକ ନାହିଁ। କୋଭିଡ କଟକଣା, ଟିକା କରଣ ଓ ଭାଇରସର ପରିବର୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରେ। ଏଥିରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ। ବର୍ତମାନ ଭାରତରେ ୨୮ ଟି ଲ୍ୟାବରେ ଜିନ୍‍ ସିକ୍ୟୁଏନ୍ସି କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories