ବଡ ଖବର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇରାନର ରାଷ୍ଟ୍ରପତି ଇବ୍ରାହିମ୍‌‌ ରୈସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ହୋସେନ ଆମିରୋବଦୋହ୍ଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମରୁ ଜଣାପଡିଛି। ରବିବାର ଦିନ ନିଖୋଜ ଥିବା ହେଲିକପ୍ଟରକୁ ଠାବ କରିଛି ଇରାନ ସେନା। ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ହେଲିକପ୍ଟରର କିଛି ଭଗ୍ନାବିଶେଷ ମିଳିଥିବା ଗଣମାଧ୍ୟମରେ ଦାବି କରାଯାଇଛି। ସୂଚନା ଅନୁସାରେ ରବିବାର ଦିନ ଅପରାହ୍ନ … Continue reading ବଡ ଖବର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ