ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ

ଢେଙ୍କାନାଳ ସଦର: ଡେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଗୋବିନ୍ଦ ଦେଓଗାଁ(୨୫), ସୁମିତ୍ରା ଦେଓଗାଁ(୩୦) ସୁମିତ୍ରାଙ୍କ ଝିଅ ପୁର୍ଣ୍ଣିମା ଦେଓଗାଁ(୫)। ଏ ତିନିଜଣ ଗୋଟିଏ ପରିବାର ହୋଇଥିବାବେଳେ ବର୍ତ୍ତମାନ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଚାରିଜଣ ଗୋଟିଏ ପଲସରରେ ଯାଉଥିବା ବେଳେ ବିପରୀତ … Continue reading ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ