ରାତ୍ରି ଭୋଜନ ତିଆରି କଲେନି ସ୍ୱାମୀ, ସ୍ତ୍ରୀ ମାଗିଲେ ଛାଡପତ୍ର..

ନୂଆଦିଲ୍ଲୀ : ଦମ୍ପତ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଛାଡପତ୍ର ହୋଇଥାଏ । ନିକଟରେ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ହେବାର ଏଭଳି କିଛି କାରଣ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚିନ୍ତା କଲେ କାରଣ ତାଙ୍କ ସ୍ୱାମୀ ମହିଳା ପ୍ରସ୍ତୁତ କରୁଥିବା ଖାଦ୍ୟ ନଖାଇ ତାକୁ ଫିଙ୍ଗି ଦେଉଥିଲେ ଏବଂ ଅଫିସ୍‌ରେ ଅନ୍ୟ ମାନଙ୍କ ଖାଦ୍ୟ ଖାଉଥିଲେ । ଏଭଳି ଅନେକ ମାମଲା ପୂର୍ବରୁ … Continue reading ରାତ୍ରି ଭୋଜନ ତିଆରି କଲେନି ସ୍ୱାମୀ, ସ୍ତ୍ରୀ ମାଗିଲେ ଛାଡପତ୍ର..