୨୦ରୁ ମାଟ୍ରିକ ପରୀକ୍ଷା, ଦେଢ଼ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ଯିବେ ପରୀକ୍ଷାର୍ଥୀ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହେବ। ଚଳିତବର୍ଷ ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ପ୍ରଶ୍ନପତ୍ର ଆସିବାଠାରୁ ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସେମାନେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ନକଲ (କପି) ରୋକିବା ଲାଗି ବୋର୍ଡ ପକ୍ଷରୁ ଏପରି ପ୍ରୟାସ କରାଯାଇଛି। ଏଥିସହ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟର … Continue reading ୨୦ରୁ ମାଟ୍ରିକ ପରୀକ୍ଷା, ଦେଢ଼ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ଯିବେ ପରୀକ୍ଷାର୍ଥୀ