ପାଣିରେ କୁମ୍ଭୀର,ମାଟିରେ ସିଂହୀ ; କେମିତି ବଞ୍ଚିଲା ହରିଣ ଜୀବନ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଜଙ୍ଗଲର ଏକ ଏଭଳି ଦୃଶ୍ୟ ରେକର୍ଡ ହୋଇଛି, ଯାହାକୁ ଦେଖିଲେ, ଆପଣ ମଧ୍ୟ ଚକିତ ହୋଇଯିବେ। ଜଙ୍ଗଲର ହିଂସ୍ରଜନ୍ତୁଙ୍କ ଠାରୁ କିଭଳି ହରିଣ ନିଜ ଜୀବନ ବଞ୍ଚାଇଛି, ଭିଡିଓ ଦେଖିଲେ ଜାଣିପାରିବେ। ପାଣିରେ କୁମ୍ଭୀର ଥିବା ବେଳେ ମାଟି ଉପରେ ଭୋକିଲା ସିଂହୀ ହରିଣକୁ ଜଗି ବସିଛି। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଅନେକ ଶିକାରୀର ସାମ୍ନା କରିଛି। ମାତ୍ର ଶେଷରେ ହରିଣଟିର ଜୀବନ ବଞ୍ଚି ଯାଉଛି। ଏହି ଦୃଶ୍ୟକୁ … Continue reading ପାଣିରେ କୁମ୍ଭୀର,ମାଟିରେ ସିଂହୀ ; କେମିତି ବଞ୍ଚିଲା ହରିଣ ଜୀବନ, ଦେଖନ୍ତୁ ଭିଡିଓ..