www.samajalive.in
Tuesday, December 9, 2025
16.1 C
Bhubaneswar

ଶନିବାର ରାଶିଫଳ (୨୬.୦୮.୨୦୨୩)

ମେଷ: କର୍ମଚଞ୍ଚଳ ରହିବେ। ବୁଦ୍ଧିମାନ୍‌ ହେବେ। ହଠାତ୍ ​‌େ​‌କ୍ରାଧଯୁକ୍ତ ହୋଇପାରନ୍ତି। ନାଟ୍ୟପ୍ରେମୀ ହୋଇପାରନ୍ତି। ନୀରୋଗ ହେବେ। ଭାଗ୍ୟଶାଳୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବୃଷ: ମିଷ୍ଟଭାଷୀ ହେବେ। କୋମଳ ହୃଦୟଯୁକ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ସଙ୍ଗୀତପ୍ରିୟ ହେବେ। ସ୍ବାଭିମାନୀ ହେବେ। ବେଳେ ବେଳେ ବାଚାଳତା ଦେଖା ଦେଇପାରେ। ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ: ପ୍ରିୟଭାଷୀ ହେବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ଧୈର୍ଯ୍ୟବାନ୍‌ ଓ କ୍ଷମାଶୀଳ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିଜୟୀ ହେବେ।
କର୍କଟ: ସମ୍ପତ୍ତିବାନ୍‌ ହେବେ। ଭାଗ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପାଇଁ ପରିବାର ସହ ଝଗଡ଼ା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ। ମଧୁର ଭାଷୀ ଓ ସହନଶୀଳ ହେବେ।
ସିଂହ: ଧନବାନ୍ ହେବେ। ଗୁଣବାନ୍‌ ହୋଇପାରନ୍ତି। ଉତ୍ପାର୍ଜନକାରୀ ହେବେ। ଶକ୍ତିମାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: କୃଷିକ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଭ୍ରାତୃବର୍ଗର ନେତୃତ୍ବ ନେବେ। ଉଦାସ ପ୍ରକୃତିର ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।
ତୁଳା: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ବାଭିମାନୀ ହେବେ। ମିଷ୍ଟଭାଷୀ ହେବେ। ମହିଳାମାନଙ୍କର ପ୍ରିୟପାତ୍ର ହେବେ। ପେଟରେ ପୀଡ଼ା ଉପୁଜିପାରେ। ସଜ୍ଜନଙ୍କ ପ୍ରିୟପାତ୍ର ହେବେ।
ବିଛା: ପ୍ରତାପୀ ହେବେ। ଲବ୍ଧ ପ୍ରତିଷ୍ଠିତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ବ୍ୟବସାୟରେ କୁଶଳୀ ହେ​‌େ​‌ବ। ନୃତ୍ୟ ସଙ୍ଗୀତ ପ୍ରତି ରୁଚି ରହିବ। ମନ୍ଦିର ନିର୍ମାଣ କରି ଯଶସ୍ବୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ଧନୁ: ସତ୍ୟବକ୍ତା ହେବେ। ଦେବ, ବ୍ରାହ୍ମଣ ଭକ୍ତ ହେବେ। ନିଜ ପରିଜନଙ୍କ ହିତଚିନ୍ତକ ହେବେ। ଧନବାନ୍‌ ହେବେ। ସ୍ବ ଉପାର୍ଜିତ ଧନରେ ଧନୀ ହେବେ। ସଦାଚାରୀ ହେବେ। ସାହସୀ ହୋଇପାରନ୍ତି।
ମକର: କର୍ମଚଞ୍ଚଳ ରହିବେ। ବିଦ୍ବାନ୍‌ ବ୍ୟକ୍ତିମାନଙ୍କୁ ଆଦର ଓ ସମ୍ମାନ କରିପାରନ୍ତି। କହୁଥିବା କଥା ବ୍ୟର୍ଥ ସାବ୍ୟସ୍ତ ହୋଇପାରେ। ଋଣ ଗ୍ରହୀତା ହୋଇପାରନ୍ତି। ବିରୋଧୀ ଲୋକଙ୍କୁ ବଶ କରିପାରନ୍ତି।
କୁମ୍ଭ: କର୍ମଚଞ୍ଚଳ ରହିବେ। କେତେକ କ୍ଷେତ୍ରରେ କଠୋର ମନୋଭାବର ହେବେ। ଚିନ୍ତାଶୀଳ ହେବେ। ଆୟୁଷ୍ମାନ୍‌ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ।
ମୀନ: ଶତ୍ରୁ ବିଜୟୀ ହେବେ। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସତ୍‌କର୍ମ ଦ୍ବାରା ପ୍ରଶଂସିତ ହୋଇପାରନ୍ତି। ସ୍ପଷ୍ଟବାଦିତା ଯୋଗୁ ଶତ୍ରୁ କିଣିପାରନ୍ତି। ମନ ପ୍ରସନ୍ନ ରହିବ। ନିରୋଗ ହେବେ। କୁଳପ୍ରଦୀପ ହେବେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories