ସିଙ୍ଗାପୁର ପରେ ହଂକଂରେ ଏଭରେଷ୍ଟ ଓ ଏମ୍ଡିଏଚ ମସଲା ବିକ୍ରି ନିଷିଦ୍ଧ
ନୂଆଦିଲ୍ଲୀ: ଭାରତୀୟ ଏଭରେଷ୍ଟ ମସଲାରୁ ହାନିକାରକ କୀଟନାଶକ ମିଳିବା ନେଇ ସିଙ୍ଗାପୁର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବାର ଗୋଟିଏ ଦିନ ପରେ ଚୀନ୍ର ହଂକଂ ସରକାର ସମାନ ଅଭିଯୋଗରେ ଏଭରେଷ୍ଟ ଓ ଏମ୍ଡିଏଚ ମସଲା ବିକ୍ରି ନିଷିଦ୍ଧ କରିଛନ୍ତି। ଏମ୍ଡିଏଚର ତିନିଟି ମସଲା ଯଥା, ମାଡ୍ରାସ କରି ପାଉଡର, ସମ୍ବର ମସଲା ମିକ୍ସଡ୍ ପାଉଡର ଓ କରି ପାଉଡର ମିକ୍ସ ମସଲା ଏବଂ ଏଭରେଷ୍ଟର ଫିସ୍ କରି ମସଲାରୁ ନିୟମିତ ଯାଞ୍ଚ ସମୟରେ ହାନିକାରକ … Continue reading ସିଙ୍ଗାପୁର ପରେ ହଂକଂରେ ଏଭରେଷ୍ଟ ଓ ଏମ୍ଡିଏଚ ମସଲା ବିକ୍ରି ନିଷିଦ୍ଧ
Copy and paste this URL into your WordPress site to embed
Copy and paste this code into your site to embed