www.samajalive.in
Tuesday, December 9, 2025
26.1 C
Bhubaneswar

୪ଟି ଘରୋଇ ଉପାୟରେ ଚୁଟ୍‌କିରେ ହେବେ ପତଳା, କିଛି ଦିନରେ ଦୂର ହେବ ମୋଟାପଣ

ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେଣୁ ଡାକ୍ତର ମଧ୍ୟ ଶରୀର ପ୍ରତି ଧ୍ୟାନ ଦେବା ସହ ମୋଟାପଣରୁ ଶରୀରକୁ ରକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍‌ ହେବାରେ ସହାୟକ ହୋଇଥାଏ ।

ରାତି ଖାଦ୍ୟ- କିଛି ଲୋକେ ରାତିରେ ଅଧିକ ଖାଦ୍ୟ ସେବନ କରିଥାନ୍ତି । ମାତ୍ର ରାତ୍ରୀ ଭୋଜନ ହାଲୁକା ଓ ଅଳ୍ପ ପରିମାଣରେ ରହିବା ଉଚିତ୍‌ । ଦିନ ସମୟରେ ପାଚନ ଶକ୍ତି ଉତ୍ତମ ରହିଥାଏ । ତେଣୁ ରାତି ସମୟରେ ଭୋଜନ ମାତ୍ରା କମ୍‌ ରଖିବା ସହ ୭ ଟାରୁ ୮ଟା ମଧ୍ୟରେ ଭୋଜନ କରିବା ଉଚିିତ୍‌ ।

ବଡ ଖବର ; କମିଲା ସୁନା ଦାମ୍‌, ୭ ହଜାର ହେଲା ଶସ୍ତା!

- Advertisement -

ମେଥି- ଓଜନ ହ୍ରାସ ପାଇଁ ମେଥି ମଞ୍ଜି ଅଧିକ ଉପକାରୀ । ସକାଳେ ପ୍ରତିଦିନ ଖାଲି ପେଟରେ ମେଥି ମଞ୍ଜିର ପାଣି ପିଇବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ରାତିରେ ପାଣିରେ ମେଥି ମଞ୍ଜିକୁ ବତୁରାଇ ସକାଳେ ଏହାର ପାଣି ପିଅନ୍ତୁ । କିଛି ଦିନରେ ନିଜେ ଅନୁଭବ କରିବେ ଏହାର କେତେ ଉପକାରୀ ।

ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଖାଦ୍ୟକୁ ଚୋବାଇବା – ସର୍ବଦା ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବାକୁ ପରାମର୍ଶ ଦିଆଯାଏ । ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଉଚିତ୍‌ ନୁହେଁ । ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

ଉଷୁମ ପାଣି- ନିୟମିତ ଉଷୁମ ପାଣି ପିଅନ୍ତୁ । ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ ।

ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories