ପାଖେଇ ଆସୁଛି ହୋଲି : ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ, ଚମକିବ ଭାଗ୍ୟ..

ହୋଲିକୁ ରଙ୍ଗର ପର୍ବ ବୋଲି କୁହାଯାଏ। ହୋଲି ଦିନ ପରସ୍ପରକୁ ବିଭିନ୍ନ ପ୍ରକାରର ରଙ୍ଗ ଲଗାଇଥାଆନ୍ତି। ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ହୋଲି ଦିନ ରାଶି ଅନୁସାରେ ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା କରାଯାଇଛି। ହୋଲି ପର୍ବ ଦିନ ଜାଣନ୍ତୁ କେଉଁ ରଙ୍ଗର ପୋଷାକ ପିନ୍ଧିବେ.. ମେଷ – ମେଷ ରାଶିର ସ୍ୱାମୀ ମଙ୍ଗଳ। ଏହା ଲାଲ ରଙ୍ଗର ପ୍ରତିନିଧିତ୍ୱ କରିଥାଆନ୍ତି। ହୋଲିରେ ମେଷ ରାଶିର ବ୍ୟକ୍ତି ବିଶେଷ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ। … Continue reading ପାଖେଇ ଆସୁଛି ହୋଲି : ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ, ଚମକିବ ଭାଗ୍ୟ..