କେଉଁ ରାଶି ଖେଳିବେ କେଉଁ ରଙ୍ଗରେ ହୋଲି : ପାଳନ କଲେ ସୁଖମୟ ହୋଇଥାଏ ଜୀବନ..

ଚଳିତ ବର୍ଷ ୨୦୨୪ର ହୋଲିକୁ ଆଉ ଅଳ୍ପ ଦିନ ବାକି ରହିଛି। ହୋଲି ରଙ୍ଗର ପର୍ବ। ଏହି ଦିନ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥାଆନ୍ତି। ହୋଲିରେ ରାଶି ଅନୁଯାୟୀ ଆପଣଙ୍କ ପାଇଁ ଶୁଭ ରଙ୍ଗ କ’ଣ ଜାଣନ୍ତୁ। ରାଶି ଅନୁଯାୟୀ ରଙ୍ଗ ଖେଳିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ମେଷ – ମେଷ ରାଶିର ବ୍ୟକ୍ତି ବିଶେଷ ଗୋଲାପି, ନାରଙ୍ଗୀ ଓ ଲାଲ ରଙ୍ଗ ଲଗାଇବା ଶୁଭଙ୍କର। ବୃଷ … Continue reading କେଉଁ ରାଶି ଖେଳିବେ କେଉଁ ରଙ୍ଗରେ ହୋଲି : ପାଳନ କଲେ ସୁଖମୟ ହୋଇଥାଏ ଜୀବନ..