ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଜର୍ମାନୀର ଯୋଗ୍ୟତା
ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି। ୨୦୨୩ ଏଫ୍ଆଇଏଚ୍ ହକି ବିଶ୍ବକପ ବିଜେତା ଜର୍ମାନୀ ୟୁରୋପିଆନ ହକି ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରି ୨୦୨୬ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ୟୁରୋପିଆନ ,ଯୋଗ୍ୟତାପଯ୍ୟାୟର ସେମିଫାଇନାଲରେ ଜର୍ମାନୀ ୪-୧ରେ ସ୍ପେନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ସହ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ଏବେ ସୁଦ୍ଧା … Continue reading ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଜର୍ମାନୀର ଯୋଗ୍ୟତା
Copy and paste this URL into your WordPress site to embed
Copy and paste this code into your site to embed