ଭାରତରେ ପହଞ୍ଚିଲା ଚୀନର ନୂଆ ଭୂତାଣୁ ; ବେଙ୍ଗାଲୁରୁରେ ପ୍ରଥମ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ୮ ମାସର ଶିଶୁ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଚ୍ଏମ୍ପିଭି ନାମରେ ଏକ ଭୂତାଣୁରେ ଚୀନରେ ଅନେକ ଲୋକେ ସଂକ୍ରମିତ ହୋଇ ସାରିଛନ୍ତି। ଯାହା ଏକ ଚିନ୍ତାର କାରଣ ପାଲଟିଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ … Continue reading ଭାରତରେ ପହଞ୍ଚିଲା ଚୀନର ନୂଆ ଭୂତାଣୁ ; ବେଙ୍ଗାଲୁରୁରେ ପ୍ରଥମ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ
Copy and paste this URL into your WordPress site to embed
Copy and paste this code into your site to embed