କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?
ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ ଅନ୍ଧବିଶ୍ଵାସ ରହିଆସିଛି। ଏମିତି ଏକ ବିଶ୍ଵାସ ହେଉଛି ଛୁଆଁ କାଠ କହିବା। ଯେତେବେଳେ ଆମ ଜୀବନରେ କିଛି ଭଲ ଘଟୁଛି, ଆମେ ପ୍ରାୟତଃ ସେତେବେଳେ ଭୟ କରିଥାଉ ଯେ କିଛି ଖରାପ ଘଟିପାରେ। ସେଥିପାଇଁ କିଛି ଲୋକ କାଠକୁ ଛୁଇଁ “ଛୁଆଁ କାଠ” କୁହନ୍ତି। ବିଶ୍ଵାସ ରହିଛି ଯେ ଏପରି କରିବା ଦ୍ୱାରା ଖରାପ ସମୟ ଦୂର ହେବ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି: … Continue reading କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?
Copy and paste this URL into your WordPress site to embed
Copy and paste this code into your site to embed