ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଡେସ୍କ: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ସକାଳ ସାଢ଼େ ୯ଟାରେ ୭ଟି ଗେଟ ଖୋଲିଛନ୍ତି। ଏହି ୭ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଉଛି। ଆଜି ୩ଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ ଖୋଲାଯାଇ ବନ୍ୟାଜଳ ଛଡାଯିବ। ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୨ଟା ୭ଟି ଓ ଅପରାହ୍ନ ୨ଟା ୩୦ରେ ବାକି ୬ଟି ଗେଟ୍ ଖୋଲାଯିବ। ୨୦ଟି ଗେଟ୍ ଖୋଲାଯିବା ଫଳରେ ଆସନ୍ତାକାଲି ଜୁଲାଇ ୨୯ ତାରିଖ ସକାଳ ୮ଟା … Continue reading ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ