ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର
ଡେସ୍କ: ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ପଥର ମନ୍ଦିର ଆବୁଧାବିର ହିନ୍ଦୁ ମନ୍ଦିର ବାପସ୍, ଆଜିଠାରୁ ଜନସାଧାରଣଙ୍କ ପାଇଁ ଏହାର ଦ୍ୱାର ଖୋଲିଛି। ‘ସୌହାର୍ଦ୍ଦ୍ୟ ପର୍ବ’ର ଉଦଘାଟନୀ ଉତ୍ସବରେ ଆନ୍ତଃଧାର୍ମିକ ବୁଝାମଣା, ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀ ବନ୍ଧନକୁ ସୁଦୃଢ଼ କରିବାରେ ମନ୍ଦିରର ଭୂମିକାକୁ ପ୍ରଶଂସା କରାଯାଇଥିଲା। ଅତିରିକ୍ତ ଟିକସ କିସ୍ତି ଜାରି କଲେ କେନ୍ଦ୍ର ସରକାର, ଓଡିଶାକୁ ୬ ହଜାର ୩୪୫ କୋଟି ୨୦୨୪ ଫେବ୍ରୁଆରି ୧୪ରେ ଅନୁଷ୍ଠିତ ଏହି ମନ୍ଦିରର ଉଦଘାଟନୀ ସମାରୋହରେ … Continue reading ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର
Copy and paste this URL into your WordPress site to embed
Copy and paste this code into your site to embed