୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

ହିନ୍ଦୁ ନବବର୍ଷରେ ଚଳିତ ବର୍ଷ ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଅନେକ ଗ୍ରହ ଏକାଠି ହୋଇ ଶୁଭଫଳ ପ୍ରଦାନ କରିବେ। ଏହି ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ। ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ମୀନ ରାଶିରେ ବିରାଜମାନ ହେବେ। ଚଳିତ ବର୍ଷ ହିନ୍ଦୁ ନବବର୍ଷରେ ଏହି ଦୁର୍ଲ୍ଲଭ ସଂଯୋଗ ୧୦୦ ବର୍ଷ ପରେ ହେବାକୁ ଯାଉଛି। ଏହି ଦିନ ୫ଟି ଗ୍ରହ ଏକାଠି … Continue reading ୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..