ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍‌ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ ଏହୋର ସଦ୍ୟ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ ବର୍ଷା ସହ ଜଡିତ ଘଟଣା ଯେପରି ଭୂସ୍ଖଳନ, ବାଦଲଫଟା ବର୍ଷା, ବିଦ୍ୟୁତ୍‌ ଆଘାତରେ ୧୦୮ ଜଣଙ୍କ ମୃତ୍ୟୁ … Continue reading ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି