ବାଲି ଚୋରା ଚାଲାଣବେଳେ ପୋଲ ତଳକୁ ଖସିଲା ହାଇୱା, ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ପୁରୁଣାପାଣି ବିରଳ ନଦୀ ପୋଲ ଉପରୁ ତଳକୁ ଏକ ବାଲି ବୋଝେଇ ହାଇୱା ଖସି ପଡିବା ଫଳରେ ଜଣେ  ନାବାଳକ ଚାଳକ ସହ ୨ ବ୍ୟକ୍ତି ଗୁରୁତର ହୋଇ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ  ଜଣେ  ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି । ପୁରୁଣାପାଣି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବିରଳ ନଦୀରୁ ରାତିରେ ଅବାଧ ଚୋରା ବାଲି ଉତ୍ତୋଳନ କରି … Continue reading ବାଲି ଚୋରା ଚାଲାଣବେଳେ ପୋଲ ତଳକୁ ଖସିଲା ହାଇୱା, ୨ ଗୁରୁତର