ପୁରୀରେ କାର୍ଯ୍ୟକାରୀ ହେବ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ
ଡେସ୍କ: ଉନ୍ନତ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ବିକାଶ ଲକ୍ଷ୍ୟରେ ଆଇସିଏମଆର ଏକ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପ ମାଧ୍ଯମରେ ଆମ ରାଜ୍ୟର ପୁରୀ ଜିଲ୍ଲା ସମେତ ଲୁଧିଆନା (ପଞ୍ଜାବ), ଭିଦିଶା (ମଧ୍ୟପ୍ରଦେଶ), ଭଦୋଦରା (ଗୁଜୁରାଟ) ଏବଂ ପଣ୍ଡିଚେରୀରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ପାଇଁ ଏକ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ ପ୍ରତିଷ୍ଠା କରାଯିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ସ୍ଵାସ୍ଥ୍ୟ ଭିତ୍ତିଭୂମିରେ … Continue reading ପୁରୀରେ କାର୍ଯ୍ୟକାରୀ ହେବ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ
Copy and paste this URL into your WordPress site to embed
Copy and paste this code into your site to embed