ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ଭୌମିକଙ୍କ ୭୯ ବର୍ଷ ବୟସରେ ପରଲୋକ

ଡେସ୍କ: ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ଭୌମିକଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ହୋଇଥିଲା।କିଛି ଦିନ ହେବ ଅସୁସ୍ଥ ଥିବା ଅଞ୍ଜନାଙ୍କର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଗତ ଫେବ୍ରୁଆରି ୧୬ ତାରିଖରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ମାସ ହେବ ଜେରିଆଟ୍ରିକ୍ ସମସ୍ୟା ଯୋଗୁଁ ସେ ଶଯ୍ୟାଶାୟୀ ଥିଲେ। ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅନ୍ୟାୟ, … Continue reading ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ଭୌମିକଙ୍କ ୭୯ ବର୍ଷ ବୟସରେ ପରଲୋକ