ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତ ୧୪ ଦିନ ବୃଦ୍ଧି

ଡେସ୍କ: ରାଞ୍ଚିର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି। ଜମି ଦୁର୍ନୀତି ମାମଲାରେ ସୋରେନ ଏବେ ରାଞ୍ଚିର ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ଅଛନ୍ତି। ଶ୍ରୀ ସୋରେନ ଓ ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ। Related Posts ନୂତନ ଦଣ୍ଡବିଧି … Continue reading ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତ ୧୪ ଦିନ ବୃଦ୍ଧି