ଗହମ କ୍ଷେତରେ ହେମାମାଳିନୀ: ହାତରେ ଧରିଲେ ଦାଆ ତା’ପରେ. . .

ମଥୁରା: ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ସମସ୍ତେ ନିଜ ନିଜ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ଏଭଳି ସ୍ଥିତିରେ ମଥୁରା ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। କ୍ରମାଗତ ଭାବରେ ହେମା ମାଳିନୀ ମଥୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ … Continue reading ଗହମ କ୍ଷେତରେ ହେମାମାଳିନୀ: ହାତରେ ଧରିଲେ ଦାଆ ତା’ପରେ. . .