ସକାଳୁ ନିଆଁ ବର୍ଷା: ସାଢେ ୮ରେ ୩୫ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ
ଭୁବନେଶ୍ଵର: ଆଜି ବି କଲବଲ କରିବ ତାତି। ସକାଳ ସାଢେ ୮ରେ ୩୫ ଡିଗ୍ରୀ ସହ ଭାବନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀରରେ ୩୪.୨, ରାଉରକେଲା ୩୩.୪, କଟକ ୩୩ ଡିଗ୍ରୀ , ବାରିପଦା, କେନ୍ଦୁଝର, ଝାରସୁଗୁଡା ଓ ବାଲେଶ୍ଵରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୮ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ୩୨.୨ ହିଗ୍ରୀ ରହିଛି। ଶୁକ୍ରବାର ୧୦ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି … Continue reading ସକାଳୁ ନିଆଁ ବର୍ଷା: ସାଢେ ୮ରେ ୩୫ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ
Copy and paste this URL into your WordPress site to embed
Copy and paste this code into your site to embed