ଡେସ୍କ : ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ, ଆମ ବୈଜ୍ଞାନିକମାନଙ୍କର ଚନ୍ଦ୍ରକୁ ଐତିହାସିକ ଯାତ୍ରା। ଏହା ହେଉଛି ଦେଶର ମହାକାଶ ଗବେଷଣା ଏବଂ ବୈଜ୍ଞାନିକ ଅଗ୍ରଗତି ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉପଳବ୍ଧି।
Heartiest congratulations to @isro scientists on the successful launch of #Chandrayaan3, the nation’s third mission to our celestial neighbour. The historic journey to the Moon is yet another momentous leap for the country’s space exploration and scientific advancement. #ISRO
— Naveen Patnaik (@Naveen_Odisha) July 14, 2023



