ଦେଖନ୍ତୁ ଛାତିଥରା ଭିଡିଓ ; ଚଳନ୍ତା ବାଇକ୍‌ରେ ଯୁବକଙ୍କୁ ହୃଦଘାତ, ମାତ୍ର କିଛି ସେକେଣ୍ଡରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ବାଇକ୍‌ ଚଲାଉଥିବା ସମୟରେ ହିଁ ହୃଦଘାତର ଶିକାର ହୋଇଛନ୍ତି । ଚଳନ୍ତା ବାଇକ୍‌ରେ ତାଙ୍କୁ ହୃଦଘାତ ହୋଇଛି । କିଛି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଉଛି । ଏହି ଘଟଣା ମୁରାଦାବାଦ ଥାନା କଟଘର କ୍ଷେତ୍ରର ପଚପେରୱା ଅଞ୍ଚଳରେ ଘଟିଛି । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଅଞ୍ଚଳରେ ହଇଚଇ … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ଚଳନ୍ତା ବାଇକ୍‌ରେ ଯୁବକଙ୍କୁ ହୃଦଘାତ, ମାତ୍ର କିଛି ସେକେଣ୍ଡରେ ଚାଲିଗଲା ଜୀବନ