ଓଜନ ହ୍ରାସ କରେ ଭେଣ୍ଡି

ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ସର୍ବୋତ୍ତମ। ଅଧ୍ୟୟନରୁ ଜଣାପଡିଛି ଭେଣ୍ଡିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ, କେ, ସି ଏବଂ ବି ୬ ରହିଛି। ଏହା ଭିଟାମିନ-ସିର ମଧ୍ୟ ଏକ ଉତ୍ତମ ସ୍ରୋତ। ଏଥିରେ ପ୍ରୋଟିନ୍ ଏବଂ ଫାଇବର ରହିଛି। ଭେଣ୍ଡି ଆଣ୍ଟିଅକ୍ସିଡାଣ୍ଟରେ ଭରପୁର। ଭେଣ୍ଡି ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ ଭାବେ ଜଣାଶୁଣା। ଏହାସହ କର୍କଟ ଓ ସମସ୍ତ ପ୍ରକାର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ହୃଦୟକୁ … Continue reading ଓଜନ ହ୍ରାସ କରେ ଭେଣ୍ଡି