ଆମିଷ ଖାଉନଥିଲେ ଖାଆନ୍ତୁ ଏସବୁ ଖାଦ୍ୟ: ମିଳିବ ପ୍ରଚୁର ପ୍ରୋଟିନ୍‌…

ନୂଆଦିଲ୍ଲୀ: ପ୍ରୋଟିନ୍‌ ଶରୀରକୁ ଶକ୍ତି ଯୋଗାଇବା ସହ ମାଂସପେଶୀ ବିକାଶରେ ସହାୟକ ହୋଇଥାଏ। ସେହିପରି ସ୍ନାୟୁ ଗୁଡ଼ିକୁ ଉପଯୁକ୍ତ କାର‌୍ୟ୍ୟକ୍ଷମ ରଖିବା ସହ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ପ୍ରୋଟିନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାଂସ, ଅଣ୍ଡା ପରି ଆମିଷ ଖାଦ୍ୟରୁ ବହୁ ପରିମାଣରେ ପ୍ରୋଟିନ ରହିଥାଏ। ତେବେ ନିରାମିଷାଶୀଙ୍କ ପ୍ରୋଟିନ ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ଏକାଧିକ ଖାଦ୍ୟ ରହିଛି। ନିରାମିଷାଶୀଙ୍କ ନିମନ୍ତେ ସୋୟାବିନ ପ୍ରୋଟିନର ଏକ ପ୍ରମୁଖ ଉତ୍ସ। ୭୦ ଗ୍ରାମ୍ ସୋୟାବିନରୁ ୩୬ … Continue reading ଆମିଷ ଖାଉନଥିଲେ ଖାଆନ୍ତୁ ଏସବୁ ଖାଦ୍ୟ: ମିଳିବ ପ୍ରଚୁର ପ୍ରୋଟିନ୍‌…