www.samajalive.in
Sunday, December 7, 2025
23.1 C
Bhubaneswar

ଦେଶରେ ୪୩୦୦ ଟପିଲା କରୋନା; ଜାଣନ୍ତୁ କେଉଁ ରାଜ୍ୟରେ କେତେ

ସମାଜ ଡିଜିଟାଲ ଡେସ୍କ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଗୁଜରାଟ, ଜୟପୁର, ପଶ୍ଚିମବଙ୍ଗ ସମେତ ହରିୟାଣାରେ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୦୨ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଶିବସେନା ମଧ୍ୟ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଜୟପୁରରେ ଗୋଟିଏ ଦିନରେ ୩ଟି ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏବେ ମୋଟ ୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ହରିୟାଣାରେ ୧୬ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଠାରେ ୫୧ରେ ପହଞ୍ଚିଛି ଆକ୍ଟଭ କେସ୍‍ । ଦେଶରେ ମୋଟ ୩୭ଜଣଙ୍କ ଜୀବନ ନେଲା କରୋନା ଭାଇରସ୍‍ ।

ରାଜସ୍ଥାନରେ ଏଯାବତ ୧୩୭ ନ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିରୁ ୨୪ଟି ନୂତନ । ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନବଜାତ ଶିଶୁଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଭିଡ଼ ସ୍ଥାନରୁ ଦୂରରେ ରଖନ୍ତୁ । ଏହାସହିତ ଯେତେବେଳେ ଆପଣ ପିଲାମାନଙ୍କୁ ସ୍ପର୍ଶ କରିବେ, ସେମାନଙ୍କୁ ସ୍ପର୍ଶ କରିବା ପୂର୍ବରୁ ସାବୁନରେ ହାତ ଧୋଇ ଦିଅନ୍ତୁ ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories