ବଡ ଖବର
# ପାକିସ୍ତାନ ଅଧିକୃତ କାଶ୍ମୀରରେ ୩୦କିମି ଭିତରକୁ ପ୍ରବେଶ କରି ଅନେକ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ୱଂସ କଲା ଭାରତୀୟ ସେନା
# ପାକିସ୍ତାନର ବର୍ଡର ଆକସନ୍ ଟିମର ଭାରତ ଭିତରକୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା
# ରାଉରକେଲା ଟାଙ୍ଗରପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ନାବାଳକଙ୍କୁ ଅଟକ
ଆଞ୍ଚଳିକ
# ଆଜିଠାରୁ ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ଓ ଡେଣ୍ଟାଲ୍ କଲେଜ ପାଇଁ ସ୍ପଟ୍ ଆଡମିଶନ୍, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଚାଲିବ ଆଡମିଶନ୍
# ରାଉରକେଲା ଟାଙ୍ଗରପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ନାବାଳକଙ୍କୁ ଅଟକ
# ଭୁବନେଶ୍ୱର ବଡଗଡ଼ ଚିଲିପୋଖରୀ ଅଞ୍ଚଳରେ ପୁଲିସ୍ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ଆହତ, ଗୋଟିଏ ମାଉଜର, ବାଇକ୍, ୫୦ହଜାର ଟଙ୍କା ଓ ତିନିଟି ମୋବାଇଲ୍ ଫୋନ୍ ଜବତ
# କଟକ ନରସିଂହପୁର ଚାମୁଣ୍ଡାପଲ୍ଲୀରେ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୧୦ ଆହତ
# ମାଲକାନଗିରି ଜିଲ୍ଲାର ସବୁ ନଦୀରେ ଜଳସ୍ତର ହ୍ରାସ, ସ୍ୱାଭାବିକ ହେଲା ଯାତାୟତ
# ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ୫ବର୍ଷର ଏକ କୋମଳମତି ଶିଶୁକନ୍ୟା ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ
# ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଟାଙ୍ଗରପାଲି ଅଞ୍ଚଳରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ଜଣ ନାବାଳକ ଗିରଫ
ଜାତୀୟ
# ପାକିସ୍ତାନ ଅଧିକୃତ କାଶ୍ମୀରରେ ୩୦କିମି ଭିତରକୁ ପ୍ରବେଶ କରି ଅନେକ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ୱଂସ କଲା ଭାରତୀୟ ସେନା
# କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଗାମୀ ସପ୍ତାହରେ କାଶ୍ମୀର ଗସ୍ତ କରିବେ
# ଶ୍ରୀନଗର ଏନଆଇଟି କର୍ତ୍ତୃପକ୍ଷ ଛାତ୍ରଙ୍କୁ ଘାଟୀ ଛାଡ଼ିବାକୁ ଜାରି କଲେ ନିର୍ଦ୍ଦେଶ
# ପାକିସ୍ତାନ ପକ୍ଷରୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ବାହାର ଛାତ୍ର, ପର୍ଯ୍ୟଟକ ଓ ଅମରନାଥ ଯାତ୍ରୀଙ୍କୁ ଖୁବ ଶୀଘ୍ର ବାହାରି ଯିବା ପାଇଁ ପରାମର୍ଶ ଜାରି
# ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିନୀର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନୀତ
# ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ, ଅନେକ ଗୁଡ଼ିଏ ଟ୍ରେନ ବାତିଲ
# ଲଦାଖ ଅଟୋନମସ ହିଲ ଡେଭଲପମେଂଟ କାଉନସିଲ କାରଗିଲ ଅଞ୍ଚଳରେ ଅଧିକାରୀଙ୍କୁ ମୋବାଇଲ ଫୋନ ବନ୍ଦ ନ କରିବା ପାଇଁ ନିର୍ଦ୍ଦେଶ
# ଲଦାଖର ଜିଲ୍ଲା ଅଧିକାରୀ ଏବଂ କୌଣସୀ ବରିଷ୍ଠ କର୍ମଚାରୀ ନିଜ ଅଞ୍ଚଳ ଛାଡି ନ ଯିବାକୁ ନିର୍ଦ୍ଦେଶ
# ପାକିସ୍ତାନର ବର୍ଡର ଆକସନ୍ ଟିମର ଭାରତ ଭିତରକୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା
# ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି
# ଜମ୍ମୁ ଓ କଶ୍ମୀରର ସାପୋରରେ ଆଜି ଭୋରରୁ ଆରମ୍ଭ ହୋଇଥିବା ସେନା ଅପରେସନରେ ୨ଜୈସ ଆତଙ୍କବାଦୀ ନିହତ
ଆନ୍ତର୍ଜାତିକ
# ଆମେରିକାର ଟେକ୍ସାସ ସ୍ଥିତ ଏକ ୱାଲ୍ମାର୍ଟ ସପିଂ ମଲ୍ରେ ଗୁଳିକାଣ୍ଡ, ୨୦ ମୃତ, ୨୧ ଆହତ
# ପୃଥିବୀ ଠାରୁ ୩୧ ପ୍ରକାଶ ବର୍ଷ ଦୂରରେ ବୈଜ୍ଞାନିକମାନେ ଠାବ କଲେ ସୁପର ଆର୍ଥ – ଜିଜେ ୩୫୭-ଡି
# କାଶ୍ମୀର ସୀମାରେ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ବ୍ରିଟେନ, ଅଷ୍ଟ୍ରେଲିଆ ଓ ଜର୍ମାନୀ ନିଜ ଦେଶର ନାଗରିକଙ୍କୁ କାଶ୍ମୀର ଯାତ୍ରା ନ କରିବା ପାଇଁ ଜାରି କଲେ ଆଡ଼ଭାଇଜରି



